ବାଲେଶ୍ଵର: ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ର ମତ ମନ୍ତ୍ୟବ କାର୍ଯ୍ୟକ୍ରମ

ବାଲେଶ୍ଵର(ଅଭୟ ନ୍ୟୁଜ ଓଡିଶା) ଉଚ୍ଚ ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ନେଇ ତେଜୁଛି ଅସନ୍ତୋଷ ।ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ବାଲେଶ୍ବର ଜିଲ୍ଲାର ଔପଦା ବ୍ଲକ୍ ଔପଦା ଡିଗ୍ରୀ ମହାବିଦ୍ୟାଳୟ ରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଜିଲ୍ଲାର ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ତଥା ଔପଦା ଖଣ୍ଡର ଖଣ୍ଡ ସଂଯୋଜିକା ବନିସା ମୁଦୁଲି ପୋୖରହିତ୍ୟ କରିଥିବା ବେଳେ … Read more

ଔପଦା:ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନ ମୋହନ ସିଂ ଙ୍କ ବିୟୋଗ ରେ ଔପଦା ରେ ଶୋକ ।।

(ଔପଦା ରୁ ଆଷୋତୋଶ ପଣ୍ଡା ଙ୍କ ରିପୋର୍ଟ )ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଙ୍କ ବିୟୋଗରେ ଔପଦା ବଜାର ନିକଟସ୍ଥ ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ସନ୍ଧ୍ୟାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି |ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତାପଚନ୍ଦ୍ର ଦାସ ଙ୍କ ସଭାପତିତ୍ୱରେ ବିଭିନ୍ନ ବର୍ଗର ବ୍ୟକ୍ତି ଶୋକ ସଭାରେ ସାମିଲ ଥିଲେ |ବରିଷ୍ଠ ଆଇନଯିବି ପୂର୍ବତନ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ମନମୋହନ ସିଂ ଙ୍କ ବିୟୋଗରେ ଦେଶରେ ଏକ … Read more