ବାଲେଶ୍ଵର:ଆନ୍ତର୍ଜାତିକ କୃଷି ଗବେଷଣା କେନ୍ଦ୍ର ଆନୁକୁଲ୍ୟ ରେ କିଟ ଓ ବିହନ ବଣ୍ଟନ

ଔପଦା,୦୨/୦୩(ସମିସ) ଆନ୍ତର୍ଜାତିକ ବିହନ ଗବେଷଣା କେନ୍ଦ୍ର ଇରି ଆନୁକୂଲ୍ୟରେଚଳିତ ବର୍ଷ ରବି ଫସଲ ପାଇଁ ଚାଷୀ ମାନଙ୍କୁ ବିହନ ଓ କୀଟ ବଣ୍ଟନ କରାଯାଇଛି ।ଏହି ବ୍ଲକ ରେ ମୋଟ ୧୧ ଟି ପଞ୍ଚାୟତ ରେ ୩୬ ଶହ ରୁ ଉର୍ଦ୍ଧ୍ ଚାଷୀ ଙ୍କୁ ବିରି, ମୁଗ, ମସୁର ଓ କୀଟନାଶକ, ସାର ଆଦି ପ୍ରଦାନ କରାଯାଇଛି ।ଔପଦା ବ୍ଲକ ସହକାରୀ କୃଷି ଅଧିକାରୀ ବିଭୂତି ଭୂଷଣ ପତି,କୃଷି ଓଭରସିଅର ବିଜୟ କୁମାର ସାହୁ, ବିଏ ଡବ୍ଲ୍ୟୁ … Read more