ନୂଆପଡା ଉପ ନିର୍ବାଚନ ରଣାଙ୍ଗନ ରେ ତିନି ପ୍ରମୁଖ ଦଳ ।ବିଜେପି ବିଜେଡି ଓ କଂଗ୍ରେସ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ହଟାତ ରାଜନୈତିକ ହଟ ସ୍ପଟ ପାଲଟି ଥିବା ନୂଆପଡା ରାଜନୈତିକ ସ୍ଥିତି କୁ ସରଗରମ କରି ବିଜେଡି କୁ ଦୁର୍ବଳ କରିବାରେ ସକ୍ଷମ ହୋଇଥିଲେ ।ନୂଆପଡା ର ସାରଥୀ ସ୍ବର୍ଗତ ରାଜୁ ଢୋଲକିଆ ଙ୍କ ଦେହାନ୍ତ ପରେ ଜୟ ଢୋଲକିଆ କୁ ବିଜେଡି ପ୍ରାର୍ଥୀ କରିବାକୁ ଏକ ପ୍ରକାର ଚୂଡାନ୍ତ କରି ସାରିଥିଲା ।ହଟାତ ଜୟ ବିଜେଡି ର ସବୁ ଅଙ୍କ କୁ ଭୂଲ କରି ବିଜେପି ର ମିଶି ପ୍ରାର୍ଥୀ ହେବା ବିଜେଡି କୁ ସକ୍ତ ଆଘାତ ହୋଇଥିଲା । ଏବେ ସବୁ ଠି ଜୟ ଙ୍କ ଜୟ ହେବା ସୁନିଶ୍ଚିତ ହୋଇ ସାରିଛି ।ନୂଆପଡା ରେ କଂଗ୍ରେସ ଅସ୍ତିତ୍ବ ହରାଇବା ସ୍ଥିତି ରେ ପହଁଚି ବା ବେଳେ ବିଜେଡି ସ୍ନେହାଙ୍ଗି ଛୁରିଆ ଙ୍କୁ ପ୍ରାର୍ଥୀ ଦେଇଥିବା ଯୋଗୁଁ ବିଜେଡି ସମର୍ଥକ ମାନେ ମୁହଁ ବୁଲାଇ ବିଜେପି ଆଡକୁ ପାଖେଇ ଆସୁଛନ୍ତି ।
