ଔପଦା,୦୨/୦୩(ସମିସ) ଆନ୍ତର୍ଜାତିକ ବିହନ ଗବେଷଣା କେନ୍ଦ୍ର ଇରି ଆନୁକୂଲ୍ୟରେଚଳିତ ବର୍ଷ ରବି ଫସଲ ପାଇଁ ଚାଷୀ ମାନଙ୍କୁ ବିହନ ଓ କୀଟ ବଣ୍ଟନ କରାଯାଇଛି ।ଏହି ବ୍ଲକ ରେ ମୋଟ ୧୧ ଟି ପଞ୍ଚାୟତ ରେ ୩୬ ଶହ ରୁ ଉର୍ଦ୍ଧ୍ ଚାଷୀ ଙ୍କୁ ବିରି, ମୁଗ, ମସୁର ଓ କୀଟନାଶକ, ସାର ଆଦି ପ୍ରଦାନ କରାଯାଇଛି ।ଔପଦା ବ୍ଲକ ସହକାରୀ କୃଷି ଅଧିକାରୀ ବିଭୂତି ଭୂଷଣ ପତି,କୃଷି ଓଭରସିଅର ବିଜୟ କୁମାର ସାହୁ, ବିଏ ଡବ୍ଲ୍ୟୁ ବିଜୟ କୁମାର ରାଉତ, ମଞ୍ଜୁ ଲତା ରାଉତ, ଅଜୟ କୁମାର ସିଂ ଇରି ର ବ୍ଲକ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ସାମଲ ସମେତସମସ୍ତ ପଞ୍ଚାୟତ ର ସରପଞ୍ଚ ମାନେ ଅଂଶ ଗ୍ରହଣ କରି ବିହନ ଓ କିଟ ବଣ୍ଟନ କରିଥିଲେ ।